ସେହିପରି ଗତକାଲି କଟକ ମାହାଙ୍ଗାରେ ବାଇକ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ମାହାଙ୍ଗା ମାରଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଅଟୋଟି ନାଳରେ ଖସି ପଡ଼ିବାରୁ ଯାତ୍ରୀ ଗୁରୁତର ହୋଇଛନ୍ତି। ବାଇକ ଆରୋହୀ ବିଜୟ କୁମାର ବାରିକ, ଶ୍ରମିଳା ବେହେରା ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ସାଲେପୁର ଗୋଷ୍ଠୀ ସ୍ୟାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ l
ଚିକିତ୍ସାଧିନ ଅଛନ୍ତି ଗୁରୁତର
Download Argus News App
