Be the first to know any news. You will get latest stories and video updates through the day. You can turn them off anytime.
ଅର୍ଗସ ବ୍ୟୁରୋ: ପୁରୀ ସତ୍ୟବାଦୀ ବିଜେଡି ମିଡିଆ ସଂଯୋଜକ ନାଁରେ ରୁଜୁହେଲା ମାମଲା। ସ୍ବର୍ଣ ରୋପ୍ୟ ଶିଳ୍ପୀ ମହାସଂଘ କୁ ଦାଦାବଟି ମାଗିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । ଗତ ୨୦ ତାରିଖ ଦିନ ସଂଘ ର ବୈଠକରେ ସଂଘକୁ ଧମକାଇ ଥିଲେ । ଚନ୍ଦନପୁର ଥାନାରେ ୨୬୯/୨୪ ନମ୍ବରରେ ହୋଇଛି ମାମଲା ରୁଜୁ ।