Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ହାତ ଟେକିଦେଲା ବାଂଲାଦେଶ, ୧୪୯ରେ ଅଟକିଲା,ବୁମରାଙ୍କୁ ୪ ୱିକେଟ୍
ଭରତପୁର ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡିସିପିଙ୍କୁ ଡାକିଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭରତପୁର ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ଘଟଣାକୁ ନେଇ ଡିସିପିଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଡାକରା । ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଡାକିଲେ ଉପମୁଖ୍ୟମନ୍ତ୍ରୀ । ଡିସିପିଙ୍କ ସହିତ ଆଲୋଚନା ପରେ ମେଜରଙ୍କ ମହିଳା ବାନ୍ଧବୀ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିବ । ମେଜରଙ୍କ ମହିଳା ବାନ୍ଧବୀ ସହିତ କଥାବାର୍ତ୍ତା ପରେ ସବିଶେଷ ବିବରଣୀ ଗଣମାଧ୍ୟ
ରତ୍ନଭଣ୍ଡାରର ବୈଷୟିକ ସର୍ଭେ ବେଳେ ଶ୍ରୀଜୀଉଙ୍କ ଦର୍ଶନରେ ହେବନି କୌଣସି ଅସୁବିଧା
ପୁରୀ: ଏଏସଆଇ ପକ୍ଷରୁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଏଥିପାଇଁ ଦିନ 2ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଛି । ତିନି ଦିନ ପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନ କରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁ