କତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁ ଏଠି ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେବେଳେ ଡାକ୍ତର ନାହାନ୍ତି ତ ଆଉ କେତେବେଳେ ସ୍ବାସ୍ଥ୍ୟସେବା ସଠିକ୍ ଭାବେ ମିଳୁନାହିଁ । ତେଣୁ ମେଡିକାଲ୍ ଉପରେ ଦୃଷ୍ଟି ଦେବାକୁ ଉଚ୍ଚ କତୃପକ୍ଷ ଙ୍କୁ ଦାବୀ ରଖିଛନ୍ତି ରୋଗୀ ମାନେ ।
ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା

ଅର୍ଗସ ବ୍ୟୁରୋ : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ତାତିଲେ ରୋଗୀଙ୍କ ସମ୍ପର୍କୀୟ । ରାତି ୧୦ଟା ପରେ ଆଉଟଡୋର୍ ରେ କୌଣସି ଡ଼ାକ୍ତର ଙ୍କ ଦେଖା ମିଳୁ ନଥିବା ଆଣିଲେ ଅଭିଯୋଗ । ଏହି ମେଡିକାଲ୍ ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ, ପ୍ରତ୍ୟେକ ସମୟରେ ମେଡିକାଲରେ ଅବ୍ୟବସ୍ଥା ଲାଗି ରହିଛି ।
Download Argus News App
