ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ମହାପ୍ରଭୁ ଜ୍ଵରରେ ପୀଡ଼ିତ ହୋଇ ଧିରେ ଧିରେ ସୁସ୍ଥ ହେଉଛନ୍ତି । ମହାପ୍ରଭୁଙ୍କ ମାମୁଁ ଘର ନିଆଳି ପ୍ରାଚୀ କ୍ଷେତ୍ର ଆଜି ଉତ୍ସବ ମୁଖର । ମାମୁଁ ଭଣଜାର ଏ ହେଉଛି ଦିବ୍ୟ ଅନନ୍ୟ ପରମ୍ପରା । ଆମ୍ବ, ପଣସ, ସପୁରୀ, ସପୁରୀ, ପଦ୍ମଫୁଲ, ଚନ୍ଦନ, ତୁଳସୀ ପତ୍ର ଆଦି ବିଭିନ୍ନ ଦିବ୍ୟ ସାମଗ୍ରୀ ପୁରୀ ଶ୍ରୀ ମନ୍ଦିରକୁ ଯାଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...