Bhakti: Bhabare Bhagabata | EP -435 | Argus News
୪୨ ଦିନରେ ପହଞ୍ଚିଛି ଧାରଣା…

ଅର୍ଗସ ବ୍ୟୁରୋ : ନୂଆ ବର୍ଷରେ ନୂଆ ଆଶା ନେଇ ଆନ୍ଦୋଳନରେ ବସିଛନ୍ତି ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କସ ଆସୋସିଏସନ । 8 ଦଫା ଦାବି ନେଇ ୪୨ ଦିନରେ ପହଞ୍ଚିଛି ଧାରଣା । ବର୍ତ୍ତମାନ ସୁଦ୍ଧା ଦାବି ପୂରଣ ହୋଇ ନଥିଲେ ମଧ୍ୟ ନୂଆ ବର୍ଷରେ କିଛି ନୂଆ ହେବା ଆଶାରେ ଲୋୟର ପିଏମଜିରେ ବସିଛନ୍ତି ଅଙ୍ଗନବାଡ଼ି କର୍ମୀ । ତେବେ ଦାବି ପୂରଣ ନ ହେବା ଯାଏ ଧାରଣାରୁ ହଟିବେନି ବୋଲି ଦେଇଛନ୍ତି ଚେତାବନୀ ।
Download Argus News App
