Hello @VarshaPriyadar3, I’m being QUESTIONED by millions! Mostly by our film & political fraternities! Every single common man/woman wants a concrete assurance from ‘YOU’ that whether the voices in this audio clip are yours & your sisters’ or not!
YES/NO!?https://t.co/miUrM6Momo — Anubhav Mohanty (@AnubhavMohanty_) September 15, 2022
ଅନୁଭବ ଟ୍ୱିଟ୍ କରି କହିଛନ୍ତି, ଅଡିଓଟିରେ କିଛି ମହିଳା ପରସ୍ପର ସହିତ ମୋବାଇଲରେ ବାର୍ତ୍ତାଳାପ କରୁଛନ୍ତି । ଏହି ଅଡିଓଟି ତାଙ୍କର ଓ ତାଙ୍କ ଭଉଣୀମାନଙ୍କର ବା ନୁହେଁ ବୋଲି ପ୍ରଶ୍ନ କଲେ ଅନୁଭବ । ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦେଶ୍ୟ ନୁହେଁ କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯ୍ୟାତନାକୁ ନେଇ ସେ ବିବ୍ରତ ରହୁଥିବା କହିଛନ୍ତି ଅନୁଭବ ।
I have no intentions to hurt or tarnish your image. I respect you but I’m bound to tweet & ask you this question only after being harassed & humiliated several times by so many which is disturbing me, my entire family’s mental & physical health! FRIENDLY TWEET PLEASE. NO OFFENCE! — Anubhav Mohanty (@AnubhavMohanty_) September 15, 2022
ପ୍ରତ୍ୟେକ ସାଧାରଣ ପୁରୁଷ / ମହିଳା ‘ତୁମ’ ଠାରୁ ଏହା ଜାଣିବାକୁ ଚାହାନ୍ତି ଯେ ଭାଇରାଲ୍ ଅଡିଓ କ୍ଲିପ୍ ରେ ତୁମର କିମ୍ବା ତୁମ ଭଉଣୀର ସ୍ୱର କି ନୁହେଁ । ହଁ/ନାଁ ?
ଏହା ଏକ ବନ୍ଧୁତ୍ବପୂର୍ଣ୍ଣ ଟୁଇଟ୍ ବୋଲି ଶେଷରେ ଉଲ୍ଲେଖ କରିଛନ୍ତି ଅନୁଭବ । କୋର୍ଟଙ୍କ ତାଗିଦ ସତ୍ତ୍ୱେ ବି ସୋସିଆଲ ମିଡିଆରେ ବର୍ଷାଙ୍କୁ ଅନୁଭବ ଟାର୍ଗେଟ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।