ଏଭଳି ଏବ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠା ପାଲି ଥାନା ଅନ୍ତର୍ଗତ ଟାଙ୍ଗର ପାଲି ଗୁଆଲା ପଡ଼ା ଗ୍ରାମରେ । ସେପଟେ ଗୁରୁତର ମମତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
କୁକୁଡା ପଶି ଯିବାରୁ ପଡୋଶୀଙ୍କ ଖଣ୍ଡାରେ ଆକ୍ରମଣ

ସମ୍ବଲପୁର: କୁକୁଡା ପଶି ଯିବାରୁ ଖଣ୍ଡାରେ ଆକ୍ରମଣ। ଘରେ ପଶି ଯୁବତୀଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ପଡୋଶୀ । ମମତା ମଳିକଙ୍କ କୁକୁଡ଼ା ପଡୋଶୀଙ୍କ ବାଡ଼ିରେ ପଶିଯିବାରୁ ପଡୋଶୀ ଜଣକ ଉତ୍ଧିପ୍ତ ହୋଇପଡିଥିଲେ। ମମତାଙ୍କ ଘରେ କେହି ନ ଥିବା ସମୟରେ ଏକ ଖଣ୍ଡାରେ ଆକ୍ରମଣ କରି ଗଭୀର ଆହାତ କରିଥିଲା ପଡୋଶୀ ।
Download Argus News App
