ରାତି ଅଧରେ ଗାଁରେ ପଶିଲେ ଗାଁରେ ବିଛା ଯାଇଥିବା ପାଣି ପାଇପର ଚାବିକୁ ଚୋରି କରିବାକୁ ଉଧ୍ୟମ କରୁଥିଲା । ଯେତେବେଳେ ସମ୍ଭବ ହୋଇପାରିନି ସାଇକେଲ ଖରାପ ହୋଇଗଲା କହି ଗାଁରୁ ଜଣଙ୍କ ଘରୁ ଦା ମାଗି ଆଣି ଚୋରି ଉଧ୍ୟମ ଜାରି ରଖିଲେ । ହେଲେ ରାତିଅଧରେ ଦା ମାଗିବା ଘର ଲୋକଙ୍କୁ ସନ୍ଧ୍ୟୟ ହେବାରୁ ସେ ଗାଁ ଲୋକଙ୍କୁ ଫୋନ କରି କହିବାରୁ ସବୁ ଲୋକ ଏକହୋଇ ଧରିଲେ ଦୁଇ ଚୋରଙ୍କୁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଧରାପଡିବା ପରେ ଚୋରିର ସମସ୍ତ ଘଟଣା ଆସିଲା ସାମ୍ନାକୁ ଆସିଥିଲା । ଘଟଣା ଘଟିଛି ନୀଳଗିରି ଥାନା ବାଉଁଶବଣିଆ ନିକଟ ପଣ୍ଡିସାହି ଗ୍ରାମର । ଚୋରଙ୍କୁ ଧରିବାପରେ ବାନ୍ଧି ପୋଲିସର ଜିମା ଦେଇଛନ୍ତି ଅଞ୍ଚଳବାସୀ । ସୂଚନା ଅନୁଯାୟୀ ଉଭୟ ଚୋର ନିଶା ଖାଇବା ପାଇଁ ଏଭଳି ଚୋରି କରିବାକୁ ଉଧ୍ୟମ କରିଥିଲେ ବୋଲି ସର୍ବସମ୍ମୁଖରେ ବି ମାନିଛନ୍ତି ।