ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି। ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଅନୁଧାନ କରି ତଦନ୍ତ କରାଯାଉଥିବା କହିଛନ୍ତି ଡ଼ି.ଆଇ.ଜି ।
ଓଡିଶା ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ଢେଙ୍କାନାଳ ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ ଘଟଣା । ତଦନ୍ତ ପାଇଁ ବ୍ୟାଙ୍କରେ ପହଁଚିଲେ ଉତ୍ତରାଞ୍ଚଳ ଡ଼ି.ଆଇ.ଜି ଓ ଢେଙ୍କାନାଳ ଏସପି । ବ୍ୟାଙ୍କକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟାଙ୍କ କର୍ମଚାରିଙ୍କ ସହ ଆଲୋଚନା କରିଛନ୍ତି ।
ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି। ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଅନୁଧାନ କରି ତଦନ୍ତ କରାଯାଉଥିବା କହିଛନ୍ତି ଡ଼ି.ଆଇ.ଜି ।
ଓଡିଶା ଖବର ଆହୁରି ପଢନ୍ତୁ