ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ନୂଆ ବିଲଡିଂର ଲୋକାର୍ପିତ
ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର, କଳାପଟି ଲଗାଇ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ

ବ୍ରହ୍ମପୁର: ସାମ୍ୱାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଏହାର ପ୍ରତିବାଦରେ କଳା ପଟି ଲଗାଇ ଧାରଣାରେ ବସିଛନ୍ତି ସାମ୍ୱାଦିକମାନେ । ଜଣେ ସାମ୍ବାଦିକ କୌଣସି ସୂଚନା ପାଇବା ପାଇଁ ବ୍ଲକ PHED କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଜଣେ କନିଷ୍ଠଯନ୍ତ୍ରୀ ସାମ୍ବାଦିକ ଜଣଙ୍କୁ ଦୁର୍ବ୍ୟବହାର କରିଥିଲେ । ଏମିତିକି who are media ଏବଂ getout ବୋଲି କହିଥିଲେ ।

ଏନେଇ ସାରା ବ୍ଲକଟିର ସାମ୍ବାଦିକ ମାନେ କଳା ପଟି ଲଗେଇ ଶାନ୍ତି ପୂର୍ଣ୍ଣ ଭାବରେ ଗଞ୍ଜାମ ସହର ଭିତରେ ଆନ୍ଦୋଳନରେ ବସିଛନ୍ତି। ତେବେ ଯଦି ସାମ୍ୱାଦିକଙ୍କୁ ଏଭଳି ଭାବେ କହିବେ ତାହେଲେ ଅନ୍ୟମାନଙ୍କର କଣ ହେବ ବୋଲି ପ୍ରକାଶ କରିଛନ୍ତି ସାମ୍ୱାଦିକମାନେ ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
