ଲୋକାପଡା ଠାରେ ଏକ ବୃହତ ବସୁଧା ର ପ୍ଲାଣ୍ଟ ନିର୍ମାଣ ହୋଇଛି । ବ୍ଲକ ର କିଛି ଅଂଚଳ ରେ ପାଣି ଯୋଗା ଯାଉଥିଲେ ମଧ୍ୟ ଅନେକ ଅଞ୍ଚଳ ପାଣି ପାଇବାରୁ ବଞ୍ଚିତ । କେବଳ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ଲଗେଇ ଦେଇ କାମ ସାରି ଦେଇଛନ୍ତି ପୂର୍ବ ସରକାର I ମାତ୍ର ଷ୍ଟାଣ୍ଡପୋଷ୍ଟରୁ ଟୋପାଏବି ପାଣଇ ବାହାରୁନି। ଏହି ଚିତ୍ର ସ୍ପଷ୍ଟ କରୁଛି ଉପାନ୍ତର ବସୁଧା ଧୋକା। ପ୍ରକଳ୍ପ ହୋଇଛି ହେଲେ ଲୋକଙ୍କୁ ମିଳୁନି ପାଣି। ପାଇପ ଲାଇନ ଷ୍ଟାଣ୍ଡପୋଷ୍ଟ ଏଠି କେବଳ ପ୍ରହସନ।