ଅଧିକ ପଢନ୍ତୁ : ପୋଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି
ହେଲେ କୌଣସି କାରଣରୁ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଆଉ ଏହି ସମୟରେ ବିଡ଼ିଓ ପ୍ରଦୀପ କୁମାର ସେଠୀଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା । ସାଙ୍ଗେ ସାଙ୍ଗେ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଲଗାଇ ଦେଇଥିଲେ ଚାପୁଡ଼ା l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।