ଏମାନଙ୍କ ମଧ୍ୟରୁ ଅଷ୍ଟମ ଶ୍ରେଣୀ ପଢ଼ିଲାବେଳକୁ ପ୍ରାୟ ୩୫% ଛାତ୍ରଛାତ୍ରୀ ଡ୍ରପ୍ ଆଉଟ୍ ହୋଇଯିବାର ଅଶଙ୍କା ବଢ଼ିଯାଇଥାଏ । ଏନେଇ IIEC ଭୁବନେଶ୍ବର ମୁନସିପାଲ କର୍ପୋରେସନରେ ୩୦ଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗବେଷଣା କାର୍ଯ୍ୟ ଚାଲିଛି । ଏଥିରୁ ଜଣାପଡ଼ିଛି ପ୍ରାୟ ୬ ହଜାର ବିଦ୍ୟାର୍ଥୀଙ୍କ ମଧ୍ୟରୁ ୩୦୦ ଜଣଙ୍କ ନିର୍ଦ୍ଦିଷ୍ଟ ଶିକ୍ଷଣ ଅକ୍ଷମତା ଲକ୍ଷଣ ଦେଖାଯାଇଛି । ଏହି ପରୀକ୍ଷାମୂଳକ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏ ଦିଗରେ ସଚେତନା ସୃଷ୍ଟି କରିବା ।