ମୁମ୍ବାଇ ଉତ୍ତରରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ । କର୍ଣ୍ଣଲରୁ ଲଢ଼ିବେ ମନୋହରଲାଲ ଖଟ୍ଟର । ହମିରପୁରରୁ ପ୍ରାର୍ଥୀ ହେବେ ଅନୁରାଗ ଠାକୁର । ଧରଓ୍ବାଡ଼ରୁ ପ୍ରାର୍ଥୀ ହେବେ ପ୍ରହଲ୍ଲାଦ ଯୋଶୀ । ବାସବରାଜ ବୋମାଇ ହାଭେରୀ ଲଢି଼ବେ ନିର୍ବାଚନ । ବାଙ୍ଗୋଲୋର ଦକ୍ଷିଣରୁ ତେଜସ୍ବୀ ସୁରିଆ । ପଙ୍ଗଜା ମୁଣ୍ଡେ ବିଡ୍ । ତ୍ରିବେନ୍ଦ୍ର ସିଂ ରାଓ୍ବତ ଉତ୍ତରାଖଣ୍ଡର ହରଦ୍ବାର । ମହାରାଣୀ କିର୍ତ୍ତୀ ସିଂ ଦେବବର୍ମା ତ୍ରିପୁରା ଇଷ୍ଟ। ଓଡ଼ିଶାର କୌଣସି ଲୋକସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ ।
ଆହୁରି ପଢନ୍ତୁ ରାଜନୀତି ଖବର...