ଦ୍ୱିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ହଇରାଣ କରୁଥିଲେ । ଏନେଇ ଛାତ୍ରୀ ଜଣକ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । କଲେଜର ଆଣ୍ଟି ରାଗିଙ୍ଗ କମିଟି ତଦନ୍ତ କରି ରାଗିଙ୍ଗ କରୁଥିବା 9 ଜଣ ଛାତ୍ରକୁ ଚିହ୍ନଟ କରିଥିଲା । ଏହାପରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ 9 ଜଣ ଛାତ୍ରକୁ କଲେଜ ଭିତରକୁ ପ୍ରବେଶ ମନା କରାଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।