ଗୃହରେ ଉପସ୍ଥାପିତ 3 ବିଲ୍ ହେଲା ପ୍ରତ୍ୟାହାର
ସରକାରଙ୍କ ଉପରେ ୭୨ହଜାର ୪୮୫ କୋଟି ଋଣ ରହିଥିଲା । ସେଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ୧୮ ହଜାର ୫୦୮କୋଟି ଟଙ୍କା ରହିଥିଲା । ସମୁଦାୟ ଋଣ ୧ ଲକ୍ଷ ୨୦ ହଜାର ୧୪୦ କୋଟି ଟଙ୍କା ମାର୍ଚ୍ଚ ସୁଦ୍ଧା ରହିଥିଲା । ସରକାର ଗତବର୍ଷ ୧ ଲକ୍ଷ ୯୫ ହଜାର ୭୨୩ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ୧ ଲକ୍ଷ ୫୮ ହଜାର ୧୭କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ୩୭ ହଜାର ୭୦୬ କୋଟି ଟଙ୍କା ସଞ୍ଚୟ କରିଥିଲେ । ଏହି ବର୍ଷ ୩୨ ହଜାର ୭୦୧କୋଟି ଟଙ୍କା ନିବେଶ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡିଛି ।