ପୋଲିସ ଘାଟରେ ପହଞ୍ଚିବା ପୂର୍ବରୁ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଥିଲା । ପୋଲିସ କୁ ଦେଖି କାର ଛାଡ଼ି ଚମ୍ପଟ୍ ମାରିଥିଲେ ମାଫିଆ । କାରରୁ ୯ଟି ବସ୍ତାରେ ୨୧୯କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗାଡ଼ିର ଚେଶିସ ଇଞ୍ଜିନ ନମ୍ବର କୁ ଭିତି କରି ମାଲିକ ନାମରେ ମାମଲା ରୁଜୁ କରିଛି ପୋଲିସ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
୨୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ୍ , ମାଫିଆ ଫେରାର

କୋରାପୁଟ: ପୁଣି ଲମତାପୁଟ ପୋଲିସ କୁ ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର SDPO ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ବଡକିଚୋବ ନଦୀ ଘାଟରୁ କାର ସହ ବିପୁଳ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଏହି ଗଞ୍ଜେଇ ଆନ୍ଧ୍ର ସୀମାନ୍ତ ବର୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ନଦୀ ପାର କରି ବଡକିଚବ ଘାଟରେ ବାହାର ରାଜ୍ୟରୁ ଆସିଥିବା ମାଫିଆଙ୍କୁ ଦେବା ଖବର ଥିଲା ।
Download Argus News App
