ବଜରଙ୍ଗୀ ଦଳର କର୍ମୀମାନେ ପିକଅପରେ ଥିବା ୭ଟି ଗୋରୁକୁ ଉଦ୍ଧାର କରି ସିମୁଳିଆ ମଇତାପୁର ଗୋଶାଳାରେ ଛାଡିଥିବାବେଳେ ଗାଡ଼ି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଭଦ୍ରକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ତଦନ୍ତ ଚଳାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲାର ୧୬ନଂ ଜାତୀୟ ରାଜପଥ ରାଣୀତାଲ ଛକ ନିକଟରୁ ଏହି ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରାଯାଇଛି। 7ଟି ଗୋରୁକୁ ଉଦ୍ଧାର କରି ଗୋଶାଳାରେ ଛାଡିଲେ ବଜରଙ୍ଗ ଦଳର କର୍ମୀ।