ଚଳିତ ବର୍ଷ ମୋଟ ୨ ଲକ୍ଷ ୮୬ ହଜାର ୯୪୦ ଜଣ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୯ ଲକ୍ଷ ୩୯ ହଜାର ୫୬୬ ଜଣ ପୁଅ ଓ ୧୨ ଲକ୍ଷ ୪୭ ହଜାର ୩୬୪ ଜଣ ଝିଅ ରହିଥିଲେ । ସିବିଏସଇ ପକ୍ଷରୁ ଦେଶର ମୋଟ ୭୨୪୦ଟି କେନ୍ଦ୍ରରେ ଦଶମ ପରୀକ୍ଷା ଆୟୋଜିତ ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ବାହାରିଲା CBSE ଦଶମ ପରୀକ୍ଷା ଫଳ । CBSE ୱେବସାଇଟ୍ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି । cbseresults.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଆଜି CBSE ଦ୍ବାଦଶ ରେଜଲ୍ଟ ବି ପ୍ରକାଶ ପାଇଛି । ମୋଟ ପାସ୍ ହାର ରହିଛି ୯୩.୧୨ ପ୍ରତିଶତ । ଦେଶରେ ପାସ୍ ହାର ୧. ୨୮ ପ୍ରତିଶତ କମିଛି । ସେହିପରି ଦ୍ବାଦଶ ଏବଂ ଦଶମରେ ସବୁଠୁ ଅଧିକ ପାସ୍ ହାର ତିରୁଅନନ୍ତପୁରମରେ 99. 91 ପ୍ରତିଶତ ରହିଛି ।