ଆସନ୍ତା ୧୧ରେ ହେବ ଛତିଶା ନିଯୋଗ ବୈଠକ । ଏହା ପୂର୍ବରୁ ଚନ୍ଦନଯାତ୍ରାରେ ସାମିଲ ହେବାକୁ ଥିବା ସର୍ବନିମ୍ନ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ । ଗତବର୍ଷ କରୋନା ମହାମାରୀ କାରଣରୁ ବାହାର ଚନ୍ଦନଯାତ୍ରା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲରେ ହୋଇଥିବା ଏହି ବୈଠକରେ କୋଭିଡ ପରିଚାଳନା ଉପରେ ମଧ୍ୟ ଆଲୋଚନା କରାଯାଇଛି । ସେବାୟତଙ୍କ ଟୀକାକରଣ ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ । ଆବଶ୍ୟକ ପଡ଼ିଲେ ଆଉ ଏକ ଟୀକାକରଣ କେନ୍ଦ୍ର ଖୋଲାଯିବ । କୋଭିଡ ପରିଚାଳନା ନେଇ ଗଠିତ 7 ଜଣିଆ ଟିମ ଓ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇଛି ।
ଚଳିତବର୍ଷ କୋଭିଡ କଟକଣାରେ ବାହାରେ ହେବ ଚନ୍ଦନ ଯାତ୍ରା

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକ ଶେଷ ହୋଇଛି । ଚଳିତବର୍ଷ କୋଭିଡ କଟକଣା ଭିତରେ ବାହାରେ ହେବ ଚନ୍ଦନଯାତ୍ରା । ସର୍ବନିମ୍ନ ଲୋକଙ୍କୁ ନେଇ ହେବ ଚନ୍ଦନଯାତ୍ରା ।
ବନ୍ୟା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ପ୍ରତିକ୍ରିୟା

ଅର୍ଗସ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆସିଲା ବଡ ଖବର । ଅପରାହ୍ନରେ ହୀରାକୁଦ ଗେଟ୍ ଖୋଲା ନିଷ୍ପତ୍ତି ହୋଇପାରେ। ବନ୍ୟା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ପ୍ରତିକ୍ରିୟା। ପଥରଲା, ଖଇରମାଳ, ବରମୂଳରେ ବନ୍ୟାଜଳ ପ୍ରବାହ କମିଛି। ମୁଣ୍ଡଳୀରେ ଜଳସ୍ତର ବଢ଼ିଛି, ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି । 11 ଲକ୍ଷ 60 ହଜା
Download Argus News App
