ଫେରାର ୩ ଅଭିଯୁକ୍ତଙ୍କୁ ଧିରବା ପାଇଁ ସ୍ବତନ୍ତ୍ର ଟିନ ଗଠନ ଗଠନ ହୋଇଛି। ରାଜ କମ୍ୟୁନିକେସନକୁ ଯାଇ ଯାଞ୍ଚ କରିଥିଲା ପୋଲିସ ।
ଚାନ୍ଦବାଲି ପୋଲିସ ହାତରେ ଲାଗିଲା ମାନସଙ୍କ ମୋବାଇଲ

ଅର୍ଗସ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲା । ଅପହରଣ କରି ନେବା ବେଳେ ମାନସଙ୍କ ମୋବାଇଲକୁ ଚଣ୍ଡିଖୋଲରେ ଫିଙ୍ଗିଥିଲେ । ଚଣ୍ଡିଖୋଲରୁ ମିଳିଲା ମାନସଙ୍କ ମୋବାଇଲ । ଜଣେ ଦୋକାନୀ ମୋବାଇଲ ପାଇଥିଲେ। ଚାନ୍ଦବାଲି ପୋଲିସ ହାତରେ ଲାଗିଲା ମୃତ ମାନସଙ୍କ ମୋବାଇଲ୍ । ମୋବାଇଲକୁ ଜବତ କରି ତନାଘନା କଲା ପୋଲିସ।
Download Argus News App
