ପୋଲିସର ପ୍ରଭୁ ଜଗନ୍ନାଥଙ୍କ ଭରସାରେ ରହିଥିବା ବେଳେ ଦିପାଲୀ କହିଥିଲେ ବିଧିରବିଧାନ। କାହିଁକି ମର୍ଡର ମୋଟିଭ ଉପରୁ ପରଦା ହଟାଇବାକୁ ଚାହୁଁନାହାଁନ୍ତି ସରକାର ? 29 ଜାନୁୟାରୀ, 2023ରେ ବ୍ରଜରାଜନଗର ଗାନ୍ଧି ଛକରେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଲା ଗୋପାଳ । ହେଲେ ଗୋପାଳ କାହିଁକି ମାରିଲା ତାହା ସ୍ପଷ୍ଟ ହୋଇନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: