ଆଜି ଖେଳୁ ଥିବାବେଳେ ହଠାତ୍ ଅଚେତ ହୋଇ ପଡ଼ିଥିଲେ । ତାଙ୍କୁ ବରଗଡ ଜିଲ୍ଲା ଡାକ୍ତରଖାନାକୁ ନେବାରୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଛନ୍ତି । ଦୀର୍ଘ 4 ଦିନ ହେଲା ସେ ବଳରାମ ଭୂମିକା ପାଇଁ ରିହର୍ଶଲ୍ ଜାରି ରଖିଥିଲେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ବରଗଡ: ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ବଳରାମ ଭୂମିକା ପାଇଁ ଚୟନ ହୋଇଥିବା ଆମାପାଲି ର ଶ୍ରେୟସ ପୁଜାରୀଙ୍କ ଆକସ୍ମିକ ମୃତ୍ୟ ହୋଇଛି । 7 ବର୍ଷର ଏହି ବାଳକ ସରସ୍ଵତୀ ଶିଶୁ ମନ୍ଦିରରେ ପାଠ ପଢୁଥିଲେ ।