ତେବେ ପ୍ରତିବାଦ ବେଳେ ପରିସ୍ଥିତି ବିଗିଡି ଯାଇଥିଲା । ପ୍ରତିବାଦ ବେଳେ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଫଳରେ ପ୍ରତିବାଦ ସଭା ଉତ୍ତେଜନା ଆଡେ ଗତି କରିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବା ବେଳେ ପୋଲିସ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ଉଠାଇ ନେଲା ପୋଲିସ

ଅର୍ଗସ ବ୍ୟୁରୋ : ନବରଙ୍ଗପୁରରେ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ । ନବରଙ୍ଗପୁରରେ ଦରଦାମ ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କ ଅଫିସ ଘେରାଉ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜିଲ୍ଲା ସଭାପତିଙ୍କ ସହ ଅନ୍ୟାନ୍ୟ କଂଗ୍ରେସ କର୍ମୀଙ୍କ ଉଠାଇନେଲା ପୋଲିସ । ଦରଦାମ ବୃଦ୍ଧିକୁ ନେଇ ସାରା ଦେଶରେ ପ୍ରତିବାଦ ହେଉଥିବା ବେଳେ ନବରଙ୍ଗପୁର ଠାରେ ମଧ୍ୟ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରୁଥିଲେ ।
ବନ୍ୟା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ପ୍ରତିକ୍ରିୟା

ଅର୍ଗସ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆସିଲା ବଡ ଖବର । ଅପରାହ୍ନରେ ହୀରାକୁଦ ଗେଟ୍ ଖୋଲା ନିଷ୍ପତ୍ତି ହୋଇପାରେ। ବନ୍ୟା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ପ୍ରତିକ୍ରିୟା। ପଥରଲା, ଖଇରମାଳ, ବରମୂଳରେ ବନ୍ୟାଜଳ ପ୍ରବାହ କମିଛି। ମୁଣ୍ଡଳୀରେ ଜଳସ୍ତର ବଢ଼ିଛି, ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି । 11 ଲକ୍ଷ 60 ହଜା
Download Argus News App
