ଅଭିଯୋଗ ଅନୁସାରେ ଦୁଇ ଜଣଙ୍କ ମାଟି ଭଙ୍ଗା ଘର ଥିବା ବେଳେ ଆଗରୁ ଲିଷ୍ଟରେ ନାଁ ଥିଲା ଏବଂ ପରେ ତାଲିକାରେ ତାଙ୍କ ନା ନ ଥିବାରୁ ପଞ୍ଚାୟତ ଅଫିସକୁ ତାଲା ମାରି ଧାରଣାରେ ବସିଛନ୍ତି l ଆବାସ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି ।
ଆବାସ ପାଇଁ ପଞ୍ଚାୟତ ଅଫିସରେ ତାଲା
Download Argus News App
