ସେହି ସମୟରେ 61 ଟି ଗୋରୁଙ୍କ ସହିତ 7 ଜଣ ଗୋ-ଚାଲାଣକାରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ପୋଲିସର କହିବା ଅନୁସାରେ ଗୋ ମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ପରେ କରଞ୍ଜିଆ ଗୋଶାଳାକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗୋରୁ ମାନଙ୍କୁ ରରୁଆଁ ଥାନାରେ ଅଟକ ରଖି ତଦନ୍ତ କରୁଛି ରରୁଆଁ ପୋଲିସ ।
ଉଦ୍ଧାର ହେଲେ ୬୧ ଗୋରୁ, ବନ୍ଧାହେଲେ ଗୋ-ଚାଲାଣକାରୀ
Download Argus News App
