ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ କମିଶନରେଟ ପୋଲିସ ବିଫଳ ହୋଇଛି। ଘଟଣା ସ୍ଥଳକୁ ଯାଇ ଖଣ୍ଡଗିରି ପୋଲିସ ଖାଲି ହାତରେ ଫେରିଥିବା ଦେଖିବାକୁ ମିଳିଛି।
ରାଜଧାନୀରେ ପୁଣି ବୁଲିଲା ଭୁଜାଲି
Download Argus News App
