ଆକ୍ରମଣରେ ସୁନ୍ଦରପଦା କପିଳ ପ୍ରସାଦ ପାଲାମଣ୍ଡପ ଅଞ୍ଚଳର ବାଦଲ ସାହୁ, ରୋସନ ଜେନା ଏବଂ ଭୀମଟାଙ୍ଗୀ ଅଞ୍ଚଳର ଶଙ୍କିତ ରଥ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ଖବର ପାଇବା ପରେ ଏୟାରପୋର୍ଟ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।
ହୋଲିରେ ରକ୍ତରଞ୍ଜିତ ହେଲା ରାଜଧାନୀ; ୩ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର : ହୋଲିରେ ରକ୍ତରଞ୍ଜିତ ହେଲା ରାଜଧାନୀ। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଆକ୍ରମଣ ହୋଇଛି। ହାପି ଗ୍ୟାରେଜ ମାଲିକ ଓ ତାର ସହଯୋଗୀ ୩ ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି।
Download Argus News App
