Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ପର୍ଯ୍ୟାୟ, ଚାଲିଛି ଭୋଟିଂ
ଓଲଟିଲା ବେଆଇନ ଗୋରୁ ବୁଝେଇ ପିକଅପ୍
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଧାମନଗର ପଳିକିରି ରାସ୍ତାରେ ଏକ ବେଆଇନ ଗୋରୁ ବୁଝେଇ ପିକଅପ୍ ଓଲଟି ପଡ଼ି ଥିବା ବେଳେ ।ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ।ସୂଚନା ଅନୁଯାୟୀ ପିକଅପ ଗାଡି ଭିତରେ ୫ରୁ ଅଧିକ ଗୋରୁ ଥିଵା ଜଣାପଡିଛି । ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଗାଡି ଅଟକ ରଖିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ତେବେ ଧାମନଗର ଅଞ୍ଚଳ
ମେଟ୍ରୋ ପ୍ରକଳ୍ପ ପାଇଁ ବାଣୀବିହାରରୁ ଶିଶୁଭବନ ଛକରେ ସର୍ଭେ
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ । ବାଣୀବିହାରରୁ ଶିଶୁଭବନ ଛକ ବା ଜନପଥରେ ସର୍ଭେ କରାଯାଇଛି । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ବା BMRCL ସମେତ ବିଡ଼ିଏ, ବିଏମସି, ଟିପିସିଓଡିଏଲ ଭଳି ସଂସ୍ଥା ମିଳିତ ଭାବରେ ଏହି ସର୍ଭେ କରୁଛନ୍ତି । ବିଶେଷ ଭାବେ ପ୍ରସ୍ତାବିତ ମେଟ୍ରୋ ଷ୍ଟେସନ ଏବଂ ମେଟ୍ରୋ ରାସ୍ତାରେ ଥିବା ବିଭିନ୍ନ ଗଛ ଓ ବିଦ୍ୟୁତ