କେବଳ କୋରାପୁଟ ମ୍ୟୁନିସିପାଲିଟି ଅଂଚଳରେ ଏହାର ସଂଖ୍ୟା 120କୁ ବୃଦ୍ଧି ପାଇଛି । କୋରାପୁଟ ସହରାଞ୍ଚଲର ଅନେକ ସାହି ବସ୍ତିରେ ଏବେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ମ୍ୟୁନିସିପାଲିଟି ଅଂଚଳରେ ପରିମଳକୁ ଗୁରୁତ୍ବ ଦିଆଯିବା ସହିତ ମଶା ଧୂଆଁ ଛଡ଼ାଯାଉଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ବର୍ତମାନ ସୁଦ୍ଧା ୨୦୦ରୁ ଅଧିକ ରୋଗୀ ଚିହ୍ନଟ

ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ଏବେ ଡେଙ୍ଗୁ ଆତଙ୍କ । ବର୍ତମାନ ସୁଦ୍ଧା 200ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି । ମେଡିକାଲ କଲେଜରେ ପ୍ଲେଟ ଲେଟ ମେସିନ ଖରାପ ହୋଇଥିବାରୁ, ଲୋକେ ବାହାର ରାଜ୍ୟକୁ ଯାଇ ପରୀକ୍ଷା କରୁଛନ୍ତି । ସରକାରୀ ଭାବେ ଡେଙ୍ଗୁରେ କାହାର ମୃତ୍ୟୁ ହୋଇ ନ ଥିବାବେଳେ, ସ୍ଥିତି ନିୟନ୍ତ୍ରଣରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କୋରାପୁଟ ଜିଲ୍ଲାରେ 200ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି ।
ତଣ୍ଟି ଫଟାଇ ନ୍ୟାୟ ମାଗି ନିରାଶ ମା’

ଅର୍ଗସ ବ୍ୟୁରୋ : କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି । ତଣ୍ଟି ଫଟାଇ ନ୍ୟାୟ ମାଗି ନିରାଶ ମାଆ । ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ବିଞ୍ଝାରପୁରର ନିଖୋଜ କୁନି ଝିଅ ପିହୁର ମାଆ । ପିହୁର ପତ୍ତା ପାଉନି ପୋଲିସ । ଏହାଭିତରେ ନିଖୋଜକୁ ଦୁଇ ବର୍ଷ ପୁରିବାକୁ ବସିଛି। କିନ୍ତୁ ପିହୁକୁ ଠାବ କରିବାରେ ବିଫଳ ପୋଲିସ । ଅଗଷ୍ଟ ୯ ତାରିଖ । ଗା
Download Argus News App
