ଅଭିଯୋଗ ଅନୁସାରେ ଆଜି ପ୍ରଦ୍ୟୁମ୍ନ ନାମକ ଜଣେ ବ୍ୟକ୍ତି ଦେବଯାନି ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇ ଅସିଥିଲେ । ସ୍କୁଟିରେ ପେଟ୍ରୋଲ ପକାଇ କିଛି ଦୁର ଗଲା ପରେ ହଠାତ ଗାଡିଟି ବନ୍ଦ ହୋଇଯାଇଥିଲା ।
ସେ ସାଙ୍ଗେ ସାଙ୍ଗେ ପେଟ୍ରୋଲ ପମ୍ପକୁ ଆସି ଘଟଣା ବାବଦରେ ଅଭିଯୋଗ କରିଥିଲେ । ପରେ ଯୋଗାଣ ବିଭାଗ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ପେଟ୍ରୋଲର ସାମ୍ପୁଲ ରଖିଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରାଯାଇଛି।