ଚବିଶ ପ୍ରହରୀ ନାମ ଯଜ୍ଞର ସଂକିର୍ତ୍ତନ ମଣ୍ଡଳୀଙ୍କ ସହ ପରିକ୍ରମା କରିବା ସହ ଠାକୁରଙ୍କ ଆଶିର୍ବାଦ ନେଇଥିଲେ। ଲଗାଇଥିଲେ ଧର୍ମେନ୍ଦ୍ର । ପ୍ରାଣ ପ୍ରତିଷ୍ଠାରେ ସାମିଲ ଥିବା ପୂଜକଙ୍କ ସହ ଆଲୋଚନା କରିବା ସହ ପ୍ରସାଦ ସେବନ କରିଥିଲେ। ଏଠି କହି ରଖୁଛୁଯେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ନିର୍ବାଚନ ଲଢୁଛନ୍ତି। ନିର୍ବାଚନ ଲଢିବା ନେଇ ସମ୍ବଲପୁରବାସୀ ମଧ୍ୟ ଧର୍ମେନ୍ଦ୍ରଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଦନା ଜଣାଇସାରିଛନ୍ତି। ୨୦୨୪ ନିର୍ବାଚନରେ ସମ୍ବଲପୁରରୁ ଧର୍ମେନ୍ଦ୍ର ଲଢିବା ନେଇ ଚୂଡାନ୍ତ ହେବା ପରେ ବିଜେଡି ଦଳରେ ଛାନିଆ ପସିଛି। କାରଣ ଯେଉଁ ହିସାବରେ ସମ୍ବଲପୁର ବାସୀ ଧର୍ମେନ୍ଦ୍ରଙ୍କୁ ଭଳପାଇବା ଦେଉଛନ୍ତି ଏବଂ ତାଙ୍କୁ ସ୍ୱାଗତ ଜଣାଉଛନ୍ତି ତାହା ଦେଖି ବିଜେଡିର ନେତାଙ୍କ ମଧ୍ୟରେ ଭାଳେଣି ପଡିଲାଣି।
ଅଧିକ ଦେଖନ୍ତୁ: