ଏ ନେଇ ଟୁଇଟର ହ୍ୟାଣ୍ଡେଲରେ ଖବର ପ୍ରସାର ପରେ, ସ୍ଥାନୀୟ ଲୋକେ ଭୁରୀଭୁରୀ ପ୍ରଶଂସା କରିଛନ୍ତି। ରାଜେଶ ତ୍ରୀପାଠି ନାମକ ୟୁଜର ଲେଖିଛନ୍ତି, ‘ଜନ ପ୍ରତିନିଧି ହେବା ଏକ ଦାୟିତ୍ୱ। ଦାୟିତ୍ୱବାନ ଜନ ପ୍ରତିନିଧି ହେବା ଏକ ଅନ୍ତରଆତ୍ମା ପରିଚାଳିତ ଆଗ୍ରହ । ଆପଣଙ୍କ ଏହି ଆଗ୍ରହ ହିଁ ଆପଣଙ୍କ ପ୍ରତି ଜନତାଙ୍କ ଶ୍ରଦ୍ଧାର କେନ୍ଦ୍ର ।’
ସେହିପରି ରଣଜିତ ବିଶ୍ବାଳ ନାମକ ଜଣେ ୟୁଜର ଲେଖିଛନ୍ତି, ‘ବହୁତ ଭଲ କଥା, ଆମ ଢେ଼ଙ୍କାନାଳ ମାଟି ର ଆପଣ ଯୋଗ୍ୟ ସନ୍ତାନ. ଆମ ନେତା ମୁକୁ ଭାଈ।’
ଅନୁଗୋଳ ଜିଲ୍ଲା ହାକିମପଡା ଠାରେ ବହୁମୁଖୀ ସାମୁଦାୟିକ କେନ୍ଦ୍ର ନିର୍ମାଣ ପାଇଁ ବାଜି ରାଉତ ଛାତ୍ରାବାସକୁ ମୁଁ ମୋର ଏମପିଲାଡ୍ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛି । pic.twitter.com/6M9H7PKIHJ — Muku Bhai (@MukuBhaidp) April 1, 2023