ଦୁଇ ଜଣ ବୃଦ୍ଧାଙ୍କ ସହ ଜଣେ ଯୁବକ ଗୁରୁତର ଅବସ୍ଥାରେ ଭଣ୍ଡାରିପୋଖରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେପଟେ ଏନେଇ ଉକ୍ତ ଗ୍ରାମର କାଞ୍ଚନ ରାଇତା ନାମକ ଜଣେ ମହିଳା ଥାନାର ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ତେବେ ପୁରା ଘଟଣା କ'ଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ବେଳେ ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ଘଟଣା ସମ୍ମାନକୁ ଆସିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର