ସେହିପରି କରୋନା କାଳରେ ଅମାନିଆଙ୍କୁ ନିସ୍ତାର ଦେଇନି ଓଡିଶା ପୋଲିସ । ଏପ୍ରିଲ ୧ ପରଠାରୁ କୋଭିଡ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ରାଜ୍ୟର ପ୍ରାୟ ୩ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ଆକ୍ସନ ନିଆଯାଇଛି । ଏ ସମ୍ବନ୍ଧରେ ପୋଲିସ ମୋଟ ୯ କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଫାଇନ୍ ଆଦାୟ କରିଥିବା ପ୍ରେସମିଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ।
ସତର୍କ କରାଇଲେ ଡିଜିପି: କହିଲେ, ଟିକାକରଣ ପଞ୍ଜିକରଣ ଆଳରେ ହେଉଛି ସାଇବର ଅପରାଧ

ଭୁବନେଶ୍ୱର: କରୋନା କାଳରେ ସାଇବର କ୍ରାଇମ ଦ୍ରୁତ ଗତିରେ ବୃଦ୍ଧିପାଉଛି । ସ୍ଲଟ୍ ବୁକିଂ ଓ ଟିକା ଦେବାକୁ କହି ଲୁଟେରାମାନେ ସାଧାରଣ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ତେଣୁ ଲୋକଙ୍କୁ ଏବେ ସତର୍କ ରହିବା ସହିତ ବିଶ୍ୱାସ ନହେଲେ କୌଣସି ତଥ୍ୟ କାହାକୁ ନଦେବାକୁ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି । ସେହିପରି ଲୋକମାନେ ଘରେ ରହି ନିଜର ଅଭିଯୋଗ ପୋଲିସକୁ ଜଣାଇପାରିବେ ବୋଲି ସେ କହିଛନ୍ତି ।
କୋଟି କୋଟି ଟଙ୍କା ଆତ୍ମସାତ; ୧୭ ମାସ ହେଲା ଦରମା ପାଇନାହାନ୍ତି କର୍ମଚାରୀ

ଅର୍ଗସ ବ୍ୟୁରୋ: ବରପଦା ଲୁଟ୍ ପାର୍ଟ-୨। କଲେଜ ଜମିକୁ ଚଞ୍ଚକତା କରି ହାତେଇଥିଲେ ପ୍ରୟାସକାନ୍ତି। ପ୍ରଫୁଲ୍ଲ ସାମଲ ଓ ପୁଅ ଲୁଲୁ ସାମଲ ଜମି କେଳେଙ୍କାରୀର ବଡ଼ ଖୁଲାସା। ଭୁବନେଶ୍ବରରେ କଲେଜ ଜମିକୁ ଶାଗ ମାଛ ଦରରେ ବିକିଛନ୍ତି ଲୁଲୁ ସାମଲ ଓରଫ୍ ପ୍ରୟାସକାନ୍ତି। କୋଟି କୋଟି ଟଙ୍କା କଲେଜକୁ ନ ଦେଇ, କରିଛନ୍ତି ଆତ୍ମସାତ୍। ୧୭ ମାସ ହେଲା ଦରମା ନ ପାଇ ଧାରଣାରେ କଲେ
Download Argus News App
