() ପାଣ୍ଡିଆନଙ୍କ ପରେ ପୁଣି ବିବାଦରେ ସିଏମଓ । ସରକାରୀ ଅଫିସର ସରୋଜ ସେଠୀଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ
ପୁଣି ବିବାଦରେ ସିଏମଓ
() ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ । ସଭ୍ୟପଦ ରଦ୍ଦ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
୨ ବିଧାୟକଙ୍କ ସଭ୍ୟପଦ ରଦ୍ଦ
() ଦଳ ବଦଳ ପାଇଁ ମିଳିଲା ଦଣ୍ତ, ୨ ବିଧାୟକଙ୍କ ସଭ୍ୟପଦ ରଦ୍ଦ କଲେ ବାଚସ୍ପତି
ଦଳ ବଦଳ ପାଇଁ ଦଣ୍ଡ
() ବିଜେଡି ଛାଡ଼ିଲେ ବରିଷ୍ଠ ନେତ୍ରୀ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ, ଜ୍ୟୋତିଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡି ଛାଡ଼ିଲେ
ବିଜେଡି ଛାଡିଲେ ଜ୍ୟୋତି
() ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ତାଲିକା ! ୨୦ ଆସନରେ ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ
ଆଜି ଆସିବ ବିଜେପି ପ୍ରାର୍ଥୀ ତାଲିକା
() ବିଜେଡି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ । ବ୍ରହ୍ନଗିରି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ
ଉମାଙ୍କ ନାଁରେ ଅଭିଯୋଗ
() କଂଗ୍ରେସ ନିଷ୍ପତ୍ତି ନେଇପାରୁନି: ପ୍ରାର୍ଥୀ ଚୟନ ହେଉନି, ଦ୍ବନ୍ଦ୍ବରେ କର୍ମୀ, ଦଳ ଛାଡ଼ିବାକୁ ଚେତାବନୀ
ଦ୍ଵନ୍ଦ୍ଵରେ କଂଗ୍ରେସ ନେତା
() ମେ’ ପ୍ରଥମ ସପ୍ତାହରେ କୋରାପୁଟ, ରାୟଗଡ଼ା ଆସିବେ ସୋନିଆ ଓ ରାହୁଲ
ଓଡ଼ିଶା ଆସିବେ ସୋନିଆ ଓ ରାହୁଲ
() ସୁରକ୍ଷା ମାଗିଲେ ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହେଲେ ପ୍ରଦୀପ ପାଣିଗ୍ରାହୀ
ସୁରକ୍ଷା ମାଗିଲେ ପ୍ରଦୀପ
() 2024 ସାଧାରଣ ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଛି EVM ମେସିନ। କଡା ସୁରକ୍ଷା ବଳୟ ଭିତରେ ପହଞ୍ଚିଛି ୫ଟି ଟ୍ରକ।
ଭୁବନେଶ୍ଵରରେ ପହଞ୍ଚିଲା EVM'
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ବିମାନବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିଛନ୍ତି ହଜାର ହଜାର ଲୋକ।ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ। ୬ ତାରିଖ ସକାଳୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ବିଶାଳ ସମାବେଶରେ ଯୋଗ ଦେବେ । ତାପରେ ନବରଙ୍ଗପୁରରେ ବି ବଡ଼ ଜନସଭାକୁ ସମ୍ବୋଧନ କରିବେ ମୋଦି।
୬ ତାରିଖରେ ଯାଇ ୧୦ ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ରାଜଧାନୀରେ କରିବେ ବିଶାଳ ରୋଡ଼ ସୋ। ଭୁବନେଶ୍ୱରର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, ଉତ୍ତର ଓ ମଧ୍ୟ ଭୁବନେଶ୍ୱର କ୍ଷେତ୍ରରେ ହେବ ପ୍ରଧାନମନ୍ତ୍ରୀଙ୍କ ରାଲି।ଏହାସହ ୧୧ ତାରିଖରେ ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର କରିବେ ପିଏମ ମୋଦି। ମୋଦିଙ୍କ ଗସ୍ତ ପାଇଁ ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । CISF ଆଉ ପୋଲିସ ମୁତୟନ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: