ଓଡିଶା ସରକାର କୃଷକମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାର ହୋଇଗଲା ପରେ ଚାଷୀଙ୍କୁ ଭୁଲିଯିବା ଆଉ ଚାଷୀ ବିଭିନ୍ନ ସମସ୍ୟା ଦେଇ ଗତି କରିବା ନବ ନିର୍ମାଣ କୃଷକ ସଙ୍ଗଠନକୁ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି ।
ତେବେ ଏ ଘଟଣା ନୂଆ ନୁହେଁ, ବାରମ୍ୱାର ଚାଷୀମାନେ ଏଭଳି ଭାବରେ ହଇରାଣ ହେଉଛନ୍ତି। ହେଲେ ସେମାନଙ୍କ ଦୁଃଖ, କଷ୍ଟ ସରକାର ବୁଝିବା ବଦଳରେ ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲିଛନ୍ତି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାର ପ୍ରଶ୍ନ ଉଠୁନାହିଁ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।