ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କ୍ଷୟକ୍ଷତି ଆକଳନ ହୋଇନାହିଁ।
ଅଗ୍ନିକାଣ୍ଡରେ ଜଳିଗଲା 10 ଵଖରା ଘର

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା 10 ଵଖରା ଘର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ କହରାପୋଖରୀରେ ଅଗ୍ନିକାଣ୍ଡ ଘଟି 10 ବଖରା ଘର ଜଳି ଯାଇଛି।
Download Argus News App
