ଆଜି ବିଶେଷସୂତ୍ରରୁ ଖବର ପାଇ ଏନଫୋର୍ସମେଣ୍ଟ ଟିମ ନୋଡାଲ ଅଫିସର ଡାକ୍ତର ସୁଶାନ୍ତ ବିଶ୍ବାଳ ପୋଲିସ ଟିମକୁ ନେଇ ଚଢାଉ କରି କୁଇଣ୍ଟାଲ କୁଇଣ୍ଟାଲ ବେଆଇନ ଗୁଟଖା ତମାଖୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହା କିଭଳି ଭାବରେ ଦୁଇଟି ଆପର୍ଟମେଣ୍ଟରେ ରଖାଗଲା। ତାକୁ ନେଇ ତଦନ୍ତ କରାଯାଉଛି ।
ଗୁଟଖା ଗୋଦାମରେ ଚଢାଉ

ଅର୍ଗସ ବ୍ୟୁରୋ: ପୁରୀରେ ଗୁଟଖା ଗୋଦାମ ଉପରେ ଚଢାଉ ହୋଇଛି। ଟାଉନଥାନା ଅନ୍ତର୍ଗତ ରାମଚଣ୍ଡୀ ସାହିର ଦୁଇଟି ଆପର୍ଟମେଣ୍ଟ ଉପରେ ଚଢାଉ କରିଛି ଜିଲ୍ଲା ଟବାକୋ ଏନଫୋର୍ସମେଣ୍ଟ ଟିମ୍ ।
Download Argus News App
