ଉତକ୍ଷିପ୍ତ ସ୍ୱାମୀ ଚନ୍ଦ୍ରଶେଷର କାର୍ଯି ଧାରୁଆ କଟୁରୀରେ ସ୍ତ୍ରୀ ଉର୍ମିଳାଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଥିଲା । ପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡି କଟା ମୁଣ୍ଡକୁ ନେଇ ଘରକୁ ପଳାଇ ଆସିଥିଲା ଚନ୍ଦ୍ରଶେଖର । ଖବର ପାଇ କାଶୀନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢନ୍ତୁ ଅପରାଧ ଖବର...