ଗତ ୨ଦିନ ହେବ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୯ଟା ପରଠାରୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଏପରିକି ତତଲା ପବନରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ରାଜ୍ୟବାସୀ ।
ରାଜ୍ୟରେ ଏଭଳି ଗରମ ଅନୁଭୂତ ହେଉଛି ଯାହାକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ସକାଳ 9ଟାରୁ ବାହାରକୁ ବାହାରିବା ଏକ ପ୍ରକାରର ମୁସ୍କିଲ ହୋଇପଡୁଛି । ତେବେ କୌଣସି ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ କୁହାଯାଇଛି ।