ନୟାଗଡ଼, ମୟୁରଭଞ୍ଜ, ନୂଆପଡା, ଗଜପତିରେ ହୋଇପାରେ ତାପମାତ୍ରାର ବର୍ଷା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ଟି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସବୁଠୁ ଅଧିକ ବର୍ଷା ୧୮ ମିମି କେନ୍ଦ୍ରାପଡାରେ ରେକର୍ଡ ହୋଇଛି। ରାଜ୍ୟରେ ବାରିପଦା ସବୁଠୁ ଅଧିକ ତାପମାତ୍ରା ଗତକାଲି ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ୨୦ ତାରିଖ ପରଠାରୁ ସ୍ୱଳ୍ପ ଆସ୍ୱସ୍ତି ମିଳିପାରେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: