ଅଧିକ ପଢନ୍ତୁ ଓଡ଼ିଶା ଖବର
ପରିବାର ଓ ସାହି ପଡ଼ିଶା ଏକଜୁଟ ହେବା ପରେ ଆଜି ସକାଳୁ ସତ୍କାର ପାଇଁ ବାହାରି ଥିଲେ । ଶ୍ମଶାନ ପହଞ୍ଚିବା ପରେ ସତ୍କାର ପାଇଁ ପ୍ରସ୍ତୁତି ହେଉ ହେଉ ହଠାତ୍ ମହୁ ମାଛି ଦଳ ମାଡ଼ି ଆସି ଆକ୍ରମଣ କରିଥିଲେ । ଫଳରେ ସତ୍କାର ପାଇଁ ଆସିଥିବା ଲୋକେ ଶବକୁ ଛାଡି ଦୌଡ଼ି ପଳାଇ ଆସିଥିଲେ । ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ଆଣି ଭର୍ତ୍ତି କରାଯାଇଛି ।