ଏହି ପୂଜାରେ ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ଅଭିନନ୍ଦନ ଚୌଧୁରୀ, ସୁନୀଲ ମହାନ୍ତି, ଅରୁଣ ମହାନ୍ତି, ବିଜୟକାନ୍ତ ଦୁବେ, ଅମରଜିତ୍ ଦାସ, ରାକେଶ ପଟ୍ଟନାୟକ ଉପସ୍ଥିତି ରହି ପୂଜାତ୍ସୋବଟିକୁ ସୁରୁଖୁରୁରେ ସମ୍ପାଦନ କରିଥିଲେ । ବିଦେଶରେ ରହି ମଧ୍ୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛନ୍ତି ଏମାନେ ।
ଆବୁଧାବିରେ ଗଣେଶ ପୂଜା କଲେ ପ୍ରବାସୀ ଓଡିଆ
Download Argus News App
