ଦିପାଲୀ ଦାସଙ୍କର କିନ୍ତୁ ଭୋଟରଙ୍କୁ ଖାତିର ନାହିଁ । ଭୋଟର ଜଣଙ୍କ ରାଗରୁ ଲାଗୁଛି ଦିପାଲୀ ଏମଏଲ ହେବା ପରେ କେବେ ବି ଝାରସୁଗୁଡାର ବିଭିନ୍ନ ଅଞ୍ଚଳ, ଗ୍ରାମରେ ପାଦ ପକାଇନାହାଁନ୍ତି । ଯଦି ପୂର୍ବରୁ ଯାଇ ଲୋକଙ୍କ ସମସ୍ୟା ବୁଝିଥାନ୍ତେ କିମ୍ବା ରାସ୍ତାଘଟାର ଅବସ୍ଥା ଦେଖିଥାନ୍ତେ ତେବେ ତାଙ୍କୁ ଆଜି ଏପରି ବିରୋଧର ସାମ୍ନା କରିବାକୁ ପଡିନଥାନ୍ତା। ପୁର୍ନବାର ଝାରସୁଗୁଡାର ଏମଏଲଏ ପାଇଁ ଟିକେଟ୍ ପାଇବା ପରେ ଭୋଟ୍ ମାଗିବାକୁ ଯାଉଛନ୍ତି ଯାହାକୁ ଭୋଟର ମାନେ ପୁରା ବିରୋଧ କରୁଛନ୍ତି।
ପୂର୍ବରୁ ମଧ୍ୟ ଆପଣମାନଙ୍କ ମନେ ଥିବ ଝାରସୁଗୁଡାର ନିର୍ବାଚନ ମଣ୍ଡଳୀର କିର୍ମିରା ବ୍ଲକ ଝାରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଳିବେଉଁରା ଗ୍ରାମବାସୀ ଦୀପାଲୀଙ୍କୁ ଘେରିଥିଲେ.. ଏମଏଲଏ ହେଲ କଣ କାମ କରିଛ? ପୁଣି ଚାଲି ଆସିଛ ଭୋଟ ମାଗିବାକୁ... ଭୋଟରଙ୍କର ଏଭଳି ଅନେକ ପ୍ରଶ୍ନରେ ଘାଇଲା ହୋଇଥିଲେ ଦିପାଲୀ..ପୁଣି ସେଇ ସମାନ ପରିସ୍ଥିତିର ସାମ୍ନା କରିଛନ୍ତି ନବ ଦାସଙ୍କ ଝିଅ ଦିପାଲୀ ଦାସ। ଏଥର ଝାରସୁଗୁଡାରେ ଆଉ ଦୀପାଳୀ ନୁହଁନ୍ତି ଏହା ଆମେ କହୁନୁ କହୁଛି ଏହି ସବୁ ଭିଡିଓ.. ଏଥର ପରିବର୍ତ୍ତନର ସ୍ୱର ଭୋଟରଙ୍କ କଣ୍ଠରେ ସ୍ପଷ୍ଟ ବାରି ହେଉଛି..
ଅଧିକ ଦେଖନ୍ତୁ :