ଘଟଣାରେ ଜଡ଼ିତ ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ସହ ଘଟଣାର ସିବିଆଇ ତଦନ୍ତ କରିଛି ଦଳ । ସେପଟେ ନୟାଗଡ଼ରେ ମଧ୍ୟ ପରୀକୁ ନ୍ୟାୟ ପ୍ରଦାନ ପାଇଁ ଆନ୍ଦୋଳନକୁ ତୀବ୍ର କରିଛି ଭାରତୀୟ ଜନତା ପାର୍ଟି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳଯାଏଁ ଧାରଣାରେ ବସିବାକୁ ଚେତାବନୀ ଦେଇଛି ଦଳ ।
ତେଜୁଛି ପରୀକୁ ନ୍ୟାୟ ପାଇଁ ପ୍ରତିବାଦ, ରାଜ ଭବନ ସମ୍ମୁଖରେ ବିଜେପିର ଗଣଧାରଣା

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲା । ପରୀକୁ ନ୍ୟାୟ ପ୍ରଦାନ ଦାବିରେ ତେଜୁଛି ପ୍ରତିବାଦ । ଆଜି ଭୁବନେଶ୍ୱର ରାଜ ଭବନ ସମ୍ମୁଖରେ ଗଣ ଧାରଣା ଦେଇଛି ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀ ଧାରଣାରେ ବସିଛନ୍ତି ।
Download Argus News App
