ଶାଳ ଗଛ କଟାଯାଇ ଚୋରା ଚାଲାଣ କରାଯାଉଥିବା ସମ୍ପର୍କରେ ବନ ବିଭାଗ କୈାଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଏକ ଟିମ୍ ବଡଧନୁର୍ଜୟ ଗ୍ରାମରେ ଅତର୍କିତ ଚଢ଼ାଉ କରିଥିଲେ । ବନ ବିଭାଗ କୁ ଦେଖି କାଠ ମାଫିଆ ଘଟଣା ସ୍ଥଳ ଛାଡି ଫେରାର ହୋଇଯାଇଥିବା ବେଳେ ବନ ବିଭାଗ କଟା ଯାଇଥିବା ଶାଳ କାଠ ଗଡ଼ ଗୁଡିକ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।