ବିଶେଷ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ନାଁରେ ଏଣେ ତେଣେ ଘୁରି ବୁଲୁଥିବା ଅମାନିଆଙ୍କ ଉପରେ ନଜର ରଖିବାକୁ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ । ନିୟମ ପାଳନ ପାଇଁ ମୁତୟନ ହେବେ 22 ପ୍ଲାଟୁନ ଫୋର୍ସ । 150 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । 45 ଟି ସ୍ଥାନରେ ପୋଲିସ କରିବ ନାକାବନ୍ଦୀ । କୋଭିଡ଼ ଗାଇଡ଼ଲାଇନ ଉଲଂଘନ କରି ପଦାକୁ ବାହାରିଲେ ନିଆଯିବ କାର୍ଯ୍ୟନୁଷ୍ଠାନ । କେବଳ ସହର ନୁହେଁ, ଗଳି କନ୍ଦିରେ ପୋଲିସ ନଜର ରଖିବା ସହ ପାଟ୍ରୋଲିଂ କରିବ ।
ଭୁବନେଶ୍ୱରରେ ଲାକଡାଉନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା
Download Argus News App
