ବିଳମ୍ବିତ ରାତିରେ ଦୁବୁର୍ତ୍ତ ମାନେ କାନାରା ବ୍ୟାଙ୍କର ଗ୍ରୀଲ ଏବଂ ତାଲା ଭାଙ୍ଗି ଲୁଟ କରିଛନ୍ତି । ଆଜି ସକାଳେ ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କର ଗ୍ରୀଲ ଏବଂ ତାଲା ଭଙ୍ଗାଯାଇଥିବା ଦେଖି ସିମୁଳିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ବ୍ୟାଙ୍କ ଗ୍ରୀଲ ଓ ତାଲା ଭାଙ୍ଗି ଲୁଟିନେଲେ
ବାଲେଶ୍ୱର: ବାଲେଶ୍ୱର ସିମୁଳିଆ ଥାନା ମାର୍କୋଣା ବଜାରରେ ଚୋରି ଅଭିଯୋଗ । କାନାରା ବ୍ୟାଙ୍କରୁ ଗ୍ରୀଲ ଏବଂ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି ।
Download Argus News App
